Download Now Banner

This browser does not support the video element.

ନିମାପଡା: ପତ୍ନୀ ଓ ପ୍ରେମିକକୁ ମାଡ ମାରି ପୋଲିସ ଜିମା ଘଟଣାର ନୂଆ ମୋଡ, ପତ୍ନୀଙ୍କ ଅଭିଯୋଗ ଆଧାରରେ ସ୍ବାମୀ ଗିରଫ

Nimapada, Puri | Sep 10, 2025
ଗତକାଲି ରାତି ୯ଟାରେ ନିମାପଡା ବଜାରରେ ଭଡ଼ାଘରେ ରହୁଥିବା ନିଜ ପତ୍ନୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରି ପରକୀୟା ପ୍ରୀତି ଅଭିଯୋଗ ଜରି ମାଡ ମାରି ଉଭୟଙ୍କ ମାଡ ମାରି ପୋଲିସ୍ ଜିମା ଦେବା ଘଟଣା ନୂଆ ମୋଡ ନେଇଛି। ପତ୍ନୀଙ୍କ ପାଲଟା ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଆଜି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us