This browser does not support the video element.
ସତ୍ୟବାଦୀ: ବିଜେପିର ମିଶ୍ରଣ ପର୍ବ ଦୋକନ୍ଦା ସ୍ଥିତ ବିଧାୟକଙ୍କ ବାସଭବନ ପରିସରରେ ଅନୁଷ୍ଠିତ
Satyabadi, Puri | Aug 26, 2025
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଦୋକନ୍ଦା ପଂଚାୟତ ବିଜେପିର ଏକ ମିଶ୍ରଣ ପର୍ବ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ଦୋକନ୍ଦା ସ୍ଥିତ ବାସ ଭବନ ପରିସରରେ ଆଜି ପୂର୍ବାହ୍ନ 10ଟାରେ ଅନୁଷ୍ଟିତ ହୋଇଯାଇଛି। ପଞ୍ଚାୟତ ର 15ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ସେମାନଙ୍କ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।