This browser does not support the video element.
ରାୟଗଡା: ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ
Rayagada, Rayagada | Mar 24, 2025
ସୋମବାର ପୂର୍ବାହ୍ନରେ ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏସଡିପିଓ ଗୈ।ରହରୀ ସାହୁ ଓ ଡ଼ଃ ଡିଭିଏଲଏନ ରାଜୁ ବାଲ୍ୟ ବିବାହ ନିଷେଧ ଏବଂ ତାହାର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷା ବବିଲତା ସରାଫ, ଅଧ୍ୟାପକ ପି ବିନୟଙ୍କର, ମିସ୍ ସ୍ନେହାଞ୍ଜଳୀ ପାଣ୍ଡେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ବିଷୟଗୁଡିକ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ସମାଜ ପାଇଁ ଦାୟିତ୍ବବୋଧ ବୃଦ୍ଧି କରିବା ଲାଗି ପରାମର୍ଶ ଦେଇଥିଲେ।