This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ମରଣାନୁକ ଆକ୍ରମଣ ଥାନାରେ ମାମଲା
Phulabani Town, Kandhamal | Sep 8, 2025
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ମରଣାନୁକ ଆକ୍ରମଣ ହୋଇଥିଲା। ଟିଟୁ ଏବେ ବ୍ରହ୍ମପୁର ମେଡିକାଲ ରେ ଚିକିଛିତ ହେଉଛନ୍ତି। ତେଣୁ ତାଙ୍କୁ ଆକ୍ରମଣ ଘଟଣାରେ ଟିଟୁଙ୍କ ମାମୁ ପୁଅ ତଥା ବଡ଼ ଭାଇ ଜୟଚନ୍ଦ୍ର ପ୍ରଧାନ ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଭାଇ ଟିଟୁଙ୍କ ଜମିକୁ ଅ ଅନ୍ୟ ଦୂର ସମ୍ପର୍କୀୟମାନେ ହଡ଼ପ କରିବାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗପତ୍ରରେ କିଛି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଛନ୍ତି।ପାଲିସ ଏତଲା ପାଇ ତଦନ୍ତ ପ୍ରକ୍ରିୟାକୁ ଆରମ୍ଭ କରିଥିବା ଜଣାପଡ଼ିଛି।