Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ୧୧ ନଂ ୱାର୍ଡରେ ମଦନମୋହନ ଜୀଉ ମନ୍ଦିରର ପ୍ରାଙ୍ଗଣ ଛାତ ଉପରର ଉଦଘାଟନ ରେ ଯୋଗଦେଲେ ସଦର ବିଧାୟକ
Baleshwar M, Balasore | Aug 31, 2025
ବାଲେଶ୍ୱର ସହରର ୧୧ ନଂ ୱାର୍ଡରେ ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସଦର ବିଧାୟକ ମାନସ କୁମାର ଦତ୍ତ ମଦନମୋହନ ଜୀଉ ମନ୍ଦିରର ପ୍ରାଙ୍ଗଣ ଛାତ ଉପରର ଉଦଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ କୁ ରବିବାର ଦିନ ୧୨:୩୦ ରେ ସମାପନ କରାଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!