Download Now Banner

This browser does not support the video element.

ଜଗତସିଂହପୁର: ଆନ୍ଦୋଳନର ଧମକ ପରେ ରାସ୍ତା ମରାମତି ଆରମ୍ଭ, ଇଲେକ୍ଟ୍ରି ଅଫିସ ଆଗରେ ପ୍ରତିକ୍ରିୟା ରଖିଲେ ସଂଗ୍ରାମୀ ବାସୁଦେବ

Jagatsinghapur, Jagatsinghpur | Aug 26, 2025
ରାସ୍ତା ଦୁରାବସ୍ଥା ନେଇ ଆନ୍ଦୋଳନର ଧମକ ପରେ ମରାମତି ଆରମ୍ବ ହେଲା ରାସ୍ତା । ସାନବଜାର ଇଲେକ୍ଟ୍ରି ଅଫିସ ସମ୍ମୁଖ ରାସ୍ତାର ଦୁରାବସ୍ଥା ନେଇ ସଂଗ୍ରାମୀ ବାସୁଦେବ ପୌରକାର୍ଯ୍ୟଳୟ ଆଗରେ ଶୋଇକରି ଧାରଣା ଦେବେ ବୋଲି ଧମକ ଦେବାରୁ ଆଜି ଉକ୍ତ ରାସ୍ତା ପୌରପ୍ରଶାସନ ପକ୍ଷରୁ ମରାମତି ହେଇଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ଦିନ ୪ ଟା ସମୟରେ ସଂଗ୍ରାମୀ ବାସୁଦେବ ସୂଚନା ଦେଇ ପ୍ରତିକ୍ରିୟା ରଖିଛନ୍ତି
Read More News
T & CPrivacy PolicyContact Us