Download Now Banner

This browser does not support the video element.

ସୋନପୁର: ତରଭା ଥାନାରୁ ମାତ୍ର 100 ମିଟର ଦୂରରେ ଖୋଲାଖୋଲି ନିଶିକାର ଚାଲିଥିବା ଅଭିଯୋଗ ହେଉଛି।

Sonapur, Subarnapur (Sonepur) | Sep 10, 2025
ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ଚଳାଇଛି ଅପରେସନ ପ୍ରହାର I ଗୋଟିଏ ପରେ ଗୋଟିଏ ଧରା ପଡୁଛନ୍ତି ଗଞ୍ଜେଇ ମାଫିଆ I ବାହା ବାହା ନେଉଛି ଜିଲ୍ଲା ପୋଲିସ I ତରଭା ଥାନା ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଧରିବାରେ କିଛି କମ ନୁହେଁ I ଏଥିପାଇଁ ପୋଲିସକୁ ସାଧୁବାଦ୍ ମଧ୍ଯ ଦିଆଯାଉଛି !ହେଲେ ପୋଲିସ୍ ର ପ୍ରଥମ କର୍ତ୍ତବ୍ୟ ହେଲା ଲୋକଙ୍କ ଧନ ଜୀବନ ର ସୁରକ୍ଷା କରିବା I ଗଞ୍ଜେଇ ଓ ନିଶା କାରବାର ରୋକିବା ମଧ୍ଯ ପୋଲିସ୍ ର କର୍ତ୍ତବ୍ୟ I ତାହା କିନ୍ତୁ ପୋଲିସ୍ ର ଏନଫୋର୍ଷମେଣ୍ଟ I ଯେଉଁଥିରେ ଫେଲ୍ ମାରିଛି ତରଭା ପୋଲିସ୍ I ମିଳିଥିବା ସୂଚନ ଅନୁସାରେ ତରଭା ସହର ର ଗଳି କନ୍ଦିରେ ଏବେ ବହୁ ଯୁବକ
Read More News
T & CPrivacy PolicyContact Us