Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତି ପ୍ରତି ଅପମାନ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

Puri M, Puri | Oct 9, 2025
ଆଜି ଗୋପବନ୍ଧୁ ଦାଶ ଙ୍କ ଜନ୍ମଦିନ ତିଥି ରେ ଓଡିଶାର ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ପ୍ରତିମୂର୍ତ୍ତି ପ୍ରତି ଅନାଦର କରିଛି ପୁରୀ ପ୍ରଶାସନ. ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଥିବା ଗୋପବନ୍ଧୁ ଙ୍କ ମୂର୍ତ୍ତି ରେ ମାଲ୍ୟର୍ପଣ କରାଯାଏ.ସମସ୍ତ ସ୍ବେଛାସେବୀ ଓ ରାଜନୈତିକ ବ୍ୟକ୍ତି ଓ ଓଡିଶା ଓ ଓଡ଼ିଆ କୁ ଭଲ ପାଉଥିବା ଲୋକ ସେଠାକୁ ଆସିଥିଲେ, କିନ୍ତୁ ସେଠା ପରିସ୍ଥିତି ଦେଖି କାନ୍ଦି ପକେଇଲେ ସମସ୍ତେ. ଆପଣଙ୍କ ସେବାରେ ଅନୁଷ୍ଠାନ ର ସଭାପତି ଜିତେନ୍ଦ୍ର ମହାପାତ୍ର ଏହା ଦେଖି ମ୍ରିୟମାଣ ହେଇପଡିଲେ l
Read More News
T & CPrivacy PolicyContact Us