Download Now Banner

This browser does not support the video element.

ଜଗତସିଂହପୁର: ସର୍କିଟ ହାଉସଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଉଛସିତ ସମ୍ବର୍ଦ୍ଧନା

Jagatsinghapur, Jagatsinghpur | Aug 30, 2025
ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କୁ ସର୍କିଟ ହାଉସରେ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ଜିଲ୍ଲା ବିଜେପି ନେତୃବୃନ୍ଦଙ୍କ ତରଫରୁ ଉଛସିତ ସମ୍ବର୍ଦ୍ଧନା । ମନମୋହନ ସାମଲଙ୍କ ଜଗତସିଂହପୁର ଗ୍ରସ୍ତ ପରିପେକ୍ଷିରେ ସର୍କିଟ ହାଉସଠାରେ ରାତି ୭ ଟା ସମୟରେ ଏହି ଉଛସିତ ସମ୍ବର୍ଦ୍ଧନା ଦିଆଯାଇଛି । ମନ୍ତ୍ରୀ ସମ୍ପଦ ସ୍ବାଇଁ , ସାଂସଦ ବିଭୁପ୍ରସାଦ ତରାଇ ,ବିଧାୟକ ଅମରେନ୍ଦ୍ର ଦାସ ,ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ସର୍କିଟ ହାଉସରେ ଜିଲ୍ଲା ବିଜେପି ତରଫରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା
Read More News
T & CPrivacy PolicyContact Us