Install App
khabr.malyabanta
This browser does not support the video element.
ମାଲକାନଗିରି: ମାଓବାଦୀଙ୍କ ଦ୍ଵାରା ପେଡାକୋରମା ଗ୍ରାମ ନିକଟସ୍ଥ ଜଙ୍ଗଲରେ ୨ଟି ଆଇଇଡି ବୋମା ଖଞ୍ଜାଯାଇଥିବା ବେଳେ ଏହାକୁ ନିଷ୍କ୍ରିୟ କଲେ ଯବାନ
Malkangiri, Malkangiri | Jun 23, 2025
ମାଓବାଦୀଙ୍କ ଦ୍ଵାରା ୨ଟି ଆଇଇଡି ବୋମା ଖଞ୍ଜlଯାଇଥିବା ବେଳେ ଏହାକୁ ନିଷ୍କ୍ରିୟ କଲେ ଡିଆରଜି ର ଯବାନ ମାନେ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ପେଡାକୋରମା ଗ୍ରାମ ନିକଟ ଜଙ୍ଗଲରେ ଡିଆରଜି ର ଯବାନ ମାନେ ତଲାସୀ ଅଭିଯାନ ବେଳେ ମାଓବାଦୀ ଖଞ୍ଜିଥିବା ୨ଟି ବୋମାକୁ ଜବତ କରିଥିଲେ। ଉଦ୍ଧାର ପ୍ରତି ବୋମାର ଓଜନ ପ୍ରାୟ ୫ କିଲୋ ଲେଖାଏଁ ହୋଇଥିବା ବେଳେ ଏହାକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛନ୍ତି ଯବାନ।
Share
Read More News
T & C
Privacy Policy
Contact Us
Your browser does not support JavaScript!