This browser does not support the video element.
ପାରଳାଖେମୁଣ୍ଡି: ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଷ୍କମ ଓ ହତ୍ୟା ଘଟଣାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମାନଙ୍କ ବିକ୍ଷୋଭ କଳାବ୍ୟାଚ ପରିଧାନ
Paralakhemundi, Gajapati | Aug 19, 2024
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଙ୍କ ନାରାବାଜୀ ସହ ପ୍ଳାକାର୍ଡ ମାଧ୍ୟମ ରେ ବିକ୍ଷୋଭ। ଆଜି ଦିବା ୪ଘଣ୍ଟ ସମୟରେ ପାରଳାଖେମୁଣ୍ଡି ଡାକ୍ତର ମାନଙ୍କ ପକ୍ଷରୁ ପଶ୍ଚିମ ବଙ୍ଗର ଆର ଜି କର ମେଡ଼ିକାଲ କଲେଜର ଜୈନେକ ଡାକ୍ତରୀ ଛାତ୍ରୀଙ୍କୁ ନିର୍ଯ୍ୟାତନା ସହ ହତ୍ୟା ଘଟଣା କୁ ଦୃଢ ନିନ୍ଦା କରିବା ସହ ପିଡିତାଙ୍କ ପରିବାର କୁ ନ୍ୟାୟ ଦେବା ଲକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ କଲେଜର ଡାକ୍ତର ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କରିବା ଏବଂ ତଥ୍ଯ ଲୁଚାଇବା ଆଦି ବିଷୟକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନେ ଦୃଢ଼ ନିନ୍