Download Now Banner

This browser does not support the video element.

ରେଢାଖୋଲ: ମାଳିସାହିରେ ଆଦ୍ୟାଶା ଫାଉଣ୍ଡେସନ ର କାର୍ଯ୍ୟାଳୟ ଉଦଘାଟିତ

Rairakhol, Sambalpur | Sep 3, 2025
ରେଢ଼ାଖୋଲ ର ମାଲିସାହିରେ ରାଜ୍ୟସ୍ତରୀୟ ସ୍ବେଛାସେବୀ ଅନୁଷ୍ଠାନ ଆଦ୍ୟାଶା ଫାଉଣ୍ଡେସନ ର କାର୍ଯ୍ୟାଳୟ ବୁଧବାର ଅପରାହ୍ନରେ ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ସାମ୍ବାଦିକ କନ୍ଦର୍ପ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ଏନ.ଏ .ସି.ର ଅଧକ୍ଷ ଶିବରାମ ସାହୁ , ବ୍ଲକ ଅଧକ୍ଷ ପ୍ରଦୀପ ପ୍ରଧାନ ଯୋଗଦାନ କରିଥିଲେ ।
Read More News
T & CPrivacy PolicyContact Us