Download Now Banner

This browser does not support the video element.

ବଲାଙ୍ଗୀର: ସାର ଷ୍ଟକ ସ୍ଥିତି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଯୋଗଦେଲେ ଜିଲ୍ଲାପାଳ

Balangir, Balangir | Sep 11, 2025
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସାର ଷ୍ଟକ ସ୍ଥିତି ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଭାସୀ ମାଧ୍ୟମରେ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର ମଜୁତ ସ୍ଥିତିକୁ ସମୀକ୍ଷା କରି ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ତ୍ୱରାନ୍ୱିତ ସାର ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ସମସ୍ତ ଜିଲ୍ଲାପାଳ OSWAN ପ୍ଲାଟଫର୍ମ ମାଧ୍ୟମରେ ଯୋଗଦେଇ ସ୍ଥାନୀୟ ସ୍ତରର ସ୍ଥିତି ଅବଗତ କରାଇଛନ୍ତି। ବଲାଙ୍ଗିର ଜିଲ୍ଲାପାଳ ମଧ୍ୟ ସାର ବଣ୍ଟନର ତଥ୍ୟ ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us