This browser does not support the video element.
ବରଗଡ: ହୋଟେଲ ସ୍ନିକ୍ସା ଠାରେ ଇଣ୍ଡିଆ ବ୍ୟୁଟି କାଉନସିଲ ପକ୍ଷରୁ ଅନୁଷ୍ଠିତ ହେଲା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
Bargarh, Bargarh (Baragarh) | Sep 11, 2025
ଇଣ୍ଡିଆ ବ୍ୟୁଟି କାଉନସିଲ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି | ଆମେରିକାରୁ ଆସି ବରଗଡ଼ରେ ପାଳିଲେ ନୂଆଁଖାଇ ଭେଟଘାଟ | ଗୁରୁବାର ଅପରାହ୍ନ 3.30 ମିନିଟ ସମୟରେ ବରଗଡ଼ ହୋଟେଲ ସ୍ନିକ୍ସା ଠାରେ ଅନୁଷ୍ଠିତ ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବ୍ୟୁଟି କାଉନସିଲର ସଦସ୍ୟା ଆମେରିକାର କ୍ରିଷ୍ଟି ଯୋଡି ଯୋଗଦାନ କରି ପଶ୍ଚିମ ଓଡିଶାର ସିଘା ତିହାର ନୂଆଁଖାଇର ମହତ୍ୱ ଓ ସଂସ୍କୃତିକୁ ଜାଣିଥିଲେ | ଓଡିଶା ତଥା ଅନେକ ଅଞ୍ଚଳର ବ୍ୟୁଟିସିଆନ ମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ ନୂଆଁଖାଇ ଭେଟଘାଟ ବହୁ ଉତ୍ସାହ ସହ ପାଳନ କରିଥିଲେ ।