Download Now Banner

This browser does not support the video element.

ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଜାରି; ନିର୍ବାଚନ ଦାୟିତ୍ୱରୁ ହଟିବେ ବ୍ରହ୍ମପୁର ଏସପି

Brahmapur M Corp, Ganjam | Apr 2, 2024
ବ୍ରହ୍ମପୁର ଏସପିଙ୍କ ସମେତ ବହୁ ଆଇପିଏସ୍ ଓ ଆଇଏଏସ ଅଧିକାରୀ ନିର୍ବାଚନ ଦାୟିତ୍ୱରୁ ହଟିବା ନେଇ ଆଜି ଅପରାହ୍ନରେ ରାଜ୍ଯ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ଆଶିଷ ସିଂ, କେ ବିଶାଲ ସିଂ, ମିତ୍ରଭାନୁ ମହାପାତ୍ର, ଶ୍ରବଣ ବିବେକ ଏମ୍, ଯୁଗଳ କିଶୋର, ସୁଧାଂଶୁ ମିଶ୍ରଙ୍କ ଭଳି ଟାଣୁଆ ଆଇପିଏସ୍ ଅଧିକାରୀ ରହିଛନ୍ତି। ସମସ୍ତଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଦାୟିତ୍ୱରୁ ହଟାଇବାକୁ ନିର୍ଦ୍ଦେଶ ଜାରିହୋଇଛି ।
Read More News
T & CPrivacy PolicyContact Us