Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସରପଞ୍ଚ, ସାମାଜିକ କର୍ମୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀ ପତ୍ର ପ୍ରଦାନ

G Udayagiri, Kandhamal | Sep 4, 2025
ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଜି ସରପଞ୍ଚ, ସାମାଜିକ କର୍ମୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟାର ଯଥା ସମ୍ଭବ ସମାଧାନ ପାଇଁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ/ଯୁବନେତା ଗଗନ କୁମାର ପ୍ରଧାନ, ଯୁବ ସମାଜସେବି ଆମନ ଚନ୍ଦ୍ର ନାୟକ, ଯୁବ ସମାଜସେବି ସଶ୍ମିତା ମଲିକ(ମହିଳା ଜୀବିକା ସୁରକ୍ଷା ମଞ୍ଚ ସଂଯୋଜିକା), ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଲା ପ୍ରଧାନ, ଲିଙ୍ଗାଗଡ଼ ସରପଞ୍ଚ ଅବଲାକର ପ୍ରଧାନ, ତଲାରିମାହ ବଳଭଦ୍ର କହ୍ନର, ରାଇକଲା ସରପଞ୍ଚ ସଂଗୀତା ପ୍ରଧାନ, ରଟିଙ୍ଗିଆ ସରପଞ୍ଚ ବିଷ୍ଣୁ ଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us