Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲା ପାଣିପାଗ ବିଭାଗ ତରଫରୁ ଜିଲ୍ଲାକୁ ୟେଲୋ ୱର୍ଣୀଙ୍ଗ ଜାରୀ କଲା ବିଭାଗ ବିଜୁଳୀ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା

Balangir, Balangir | Jul 2, 2025
ବଲାଙ୍ଗୀର: ଭାରତ ପାଣିପାଗ ବିଭାଗ ଦ୍ୱାରା ଆଜି ବଲାଙ୍ଗୀର ଜିଲ୍ଲା ପାଇଁ ୟାଲୋ "ଆଲର୍ଟ" ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ସମୟ ମଧ୍ୟରେ ବିଚ୍ଛିନ୍ନ ବଜ୍ରପାତ ସହିତ ବର୍ଷା, ଭାରୀ ବର୍ଷା (୭-୧୧ ସେ.ମି.) ଓ ତୀବ୍ର ପବନ ବହିବା ଆଶଙ୍କା ରହିଛି। ଲୋକମାନେ ଅନାବଶ୍ୟକ ଭାବେ ବାହାରୁ ଯିବା ଠାରୁ ବଞ୍ଚିବା, ବିଦ୍ୟୁତ ତାର ଓ ଗଛ ତଳ ରୁ ଦୂରେ ରହିବା ସହିତ ସତର୍କ ରହିବାକୁ ଆଜି ଅପରାହ୍ନ ୨ଟା ସମୟରେ ଜିଲ୍ଲା ପାଣି ପାଗ ଦ୍ଵାରା ପରାମର୍ଶ ଦିଆଯାଇଛି।
Read More News
T & CPrivacy PolicyContact Us