Download Now Banner

This browser does not support the video element.

ବଲାଙ୍ଗୀର: ସଇଁତଲା ଓ ଦେଓଗାଁ ଅଞ୍ଚଳରେ ସର୍ପଦଂଶନ ୨ଜଣ ଗୁରୁତର, ଭୀମଭୋଇ ମେଡିକାଲରେ ଭର୍ତ୍ତି

Balangir, Balangir | Sep 10, 2025
ସର୍ପଦଂଶନରେ ୨ଜଣ ଗୁରୁତର, ଭୀମଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାରେ ସର୍ପଦଂଶନରେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସଇଁତଲା ବ୍ଲକ ଅନ୍ତର୍ଗତ ଢୁକେର ଚଞ୍ଚରା ଗ୍ରାମର ବିଳାସିନୀ ବାରିକଙ୍କୁ ନାଗ ସାପ ଦଂଶନ କରିଥିବା ବେଳେ, ଦେଓଗାଁ ବ୍ଲକର ବନପାଲି ଗ୍ରାମର ନିରାକାର କୁଦେଇଙ୍କୁ ଅଜଣା ସର୍ପ ଦଂଶନ କରିଥିବା କଥା ଜଣାପଡ଼ିଛି । ଦୁଇଜଣଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ଆଜି ସକାଳ ୮ଟା ସମୟରେ ମେଡିକାଲ ସୂତ୍ର ରୁ ମିଳିଥିବା ଖବର ଅନୁସାରେ ସେମାନଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଇଛି ।
Read More News
T & CPrivacy PolicyContact Us