Download Now Banner

This browser does not support the video element.

ପୋଲସରା: ଜୋକବନ୍ଧ ଗ୍ରାମରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ମନ୍ତ୍ରୀ

Polasara, Ganjam | Jul 3, 2024
ମୃତକଙ୍କ ପରିବାରକୁ ମନ୍ତ୍ରୀ ଙ୍କ ସମବେଦନା ଆଜି ଅପରାହ୍ନ ୪:୩୦ ସମୟରେ ପୋଲସରା ନିର୍ବାଚନ ମଣ୍ଡଳୀର ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜୋକବନ୍ଧ ଗ୍ରାମର ସ୍ବର୍ଗତ ଅନୁଛାୟା ଡାକୁଆ କିଛି ଦିନ ପୂର୍ବେ ଧନେଇ ଡ୍ୟାମରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ । ଆଜି ଖବର ପାଇ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୃତକଙ୍କ ପରିବାରକୁ ଭେଟି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇ ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ସରକାରୀ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରି ଜଲଦି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ଶ୍ରୀ ମଳିକ।
Read More News
T & CPrivacy PolicyContact Us