Download Now Banner

This browser does not support the video element.

ତେଲକୋଇ: ବାଂଶପାଳ ବ୍ଲକ୍ ବାରାଗଡ଼ ପଞ୍ଚାୟତ ନଡ଼ାମ ଗାଁରେ ଶୁକର ଛାୟା ,ଭଉଣି ଘରକୁ ଭାଇ ଯାଇ ଫେରିଲାନି, ଫେରିଲା ଶବହୋଇ

Telkoi, Kendujhar | Sep 10, 2025
ସୂଚନା ଅନୁଯାଇ ନଡ଼ାମ ଗାଁର କୃଷ୍ଣ ଜୁଆଙ୍ଗ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଟାଙ୍କ ଯୋଡି ଗାଁ ଭଉଣି ଘରକୁ ଗତ ଶୁକ୍ରବାର ଯାଇଥିଲା, ଗାଁର ଗୋଟିଏ କି.ମି. ପୋଲ ତଳୁ କୃଷ୍ଣଙ୍କ ଶବକୁ ଠାବ କରିଲେ ପରିବାର । ପଣ୍ଡାପଡ଼ା ଥାନାକୁ ଖବର ଦେଇଥିଲେ , ଖବରପାଇ ପୋଲିସ ସ୍ଥିତି ଅନୁଧ୍ୟାନ କରି , ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି । ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ । ଆଜି ସଂଧ୍ୟା ଛଅଟା ସମୟର ସୂଚନା l
Read More News
T & CPrivacy PolicyContact Us