This browser does not support the video element.
ବାଲିଗୁଡା: ବାଲିଗୁଡ଼ା ସହରର ବୃକ୍ଷରୋପଣ କରାଯାଇଥିବା ବିଭିନ୍ନ ସାଇଟକୁ ଗସ୍ତ କଲେ ୨ ଉଚ୍ଚପଦସ୍ଥ ଅଧିକାରୀ
Baliguda, Kandhamal | Jul 15, 2025
ବାଲିଗୁଡା ସହର ଡିଭିଜନ ର ବିଭିନ୍ନ ସାଇଟ କୁ ବୁଲିଲେ PCCF ହବ୍ ଓଡିଶା ଶ୍ରୀ ସୁରେଷ ପନ୍ଥ, RCCF ବ୍ରହ୍ମପୁର ଶ୍ରୀ ବିଶ୍ୱନାଥ ନିଳନଗର, ଏହି ଦୁଇ ଉର୍ଚ ପଦସ୍ଥ ଅଧିକାରୀ ଗ୍ରସ୍ତ କରି ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିବା ସାଇଟ କୁ ପରିଦର୍ଶନ କରିଛନ୍ତି , ଏହି କାଯ୍ୟକ୍ରମ ସୁଚନା ଟି ମଙ୍ଗଳବାର ଦିନ11ଘଣ୍ଟିକା ସମୟରେ ଫରେଷ୍ଟର ପ୍ରଭାତ ଦୋରା ଦେଇଥିବା ବେଳେ, ବନବିଭାଗ ର DFO ବିଶ୍ୱରାଜ ପଣ୍ଡା ଙ୍କ ସହ 2ଜଣ ACF ମନ ରଞ୍ଜନ ବାଗ ଏବେ ସୁଯ୍ୟକାନ୍ତ ବେହେରା ମିଳିତ ତତ୍ୱାବଧାନ ରେ ରେଞ୍ଜର ଡି. ସୁବାଷ ଏବଂ ଫରେଷ୍ଟର ପ୍ରଭାତ ଦୋରା ଙ୍କ ନେତୃତ୍ୱ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଛି, ଅଞ୍