Install App
abmahapatra2006
This browser does not support the video element.
ନୂଆପଡା: ଖଡ଼ିଆଳ ପୁଟୁପଡ଼ା ନିକଟରେ ଷଣ୍ଢ ସହ ବାଡେଇ ହୋଇ ବାଇକ୍ ଆରୋହୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Nuapada, Nuapada | Sep 26, 2025
ଆଜି ଅପରାହ୍ନ ଦୁଇଟା ସମୟରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ପୁଟୁ ପଡ଼ା ନିକଟରେ ଜଣେ ବାଇକ୍ ଆରୋହୀ ରାସ୍ତା ଉପରକୁ ହଠାତ୍ ଆସିଯାଇଥିବା ଷଣ୍ଢ ସହ ବାଡେଇ ହୋଇ ଗୁରୁତର ଆହତ ହୋଇଥିଲେ।ସେଠାରୁ ତାଙ୍କୁ ପ୍ରଥମେ ଖଡ଼ିଆଳ ଉପଖଣ୍ତିୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!