This browser does not support the video element.
ଦିଗପହଣ୍ଡି: ଦିଗପହଣ୍ଡି ଗୌଡଗାଁରେ ଗଛଟିଏ ମାଙ୍କ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ।
Digapahandi, Ganjam | Jun 20, 2025
ଦିଗପହଣ୍ଡି ଗୌଡଗାଁରେ ଗଛଟିଏ ମାଙ୍କ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଗୌଡଗାଁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅ।ଜି ଦିନ ଦଶ ଘଣ୍ଟ ସମୟରେ ଗଛଟିଏ ମାଙ୍କ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦିଗପହଣ୍ଡି ବ୍ଲକ ପ୍ରଶାସନ ଦ୍ଵାରା ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମର ସମସ୍ତ ଅଙ୍ଗନାବାଡି ଦିଦି ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବନ ବିଭାଗ ପକ୍ଷରୁ ସମସ୍ତଙ୍କୁ ଚାରା ବଣ୍ଟନ କରାଯାଇଥିବା ବେଳେ ସରକାରଙ୍କ ଏକ ବର୍ଷ ସଫଳତା ଉପରେ ମଧ୍ୟ ଅ।ଲୋକପାତ ହୋଇଥିବାର ସୂଚନା ମିଳିଛି ।