Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ପଞ୍ଚାୟତ ସମିତି ପରିସରରେ ପଞ୍ଚାୟତ ସମିତିସ୍ତରୀୟ ତାଲିମ ଶିବିର ଅନଷ୍ଠିତ।

Biramitrapur, Sundargarh | Sep 23, 2025
ନୂଆଗାଁ ପଞ୍ଚାୟତ ସମିତି ପରିସରରେ ପଞ୍ଚାୟତ ସମିତିସ୍ତରୀୟ ତାଲିମ ଶିବିର ଅନଷ୍ଠିତ ହୋଇଯାଇଛି।ଏଥିରେ ୫ଦିନ ଧରି ପି.ଇ.ଓ,ଅଙ୍ଗନୱାଡ଼ି ଦିଦି,ଆଶାକର୍ମୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୌଷ୍ଟିକାହାର ଅଭାବ ମୁକ୍ତ ଗ୍ରାମ ପଞ୍ଚାୟତ ଏବଂ ଯକ୍ଷ୍ମା ରୋଗ ମୁକ୍ତ ଗ୍ରାମପଞ୍ଚାୟତ।ପ୍ରଶିକ୍ଷକଭାବେ ପି.ଇ.ଓ ଜେବି ତୁଷାର କ୍ଷାକ୍ଷା,ପି.ଇ.ଓ ରଶ୍ମିତା ବଡାଇକ, ବି.ପି.ଏମ, ଏନ.ଏଚ.ଏମ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ।
Read More News
T & CPrivacy PolicyContact Us