This browser does not support the video element.
ସୁକିନ୍ଦା: ତଳକୋଇଲ ଗ୍ରାମରେ ଗଣ୍ଡଗୋଳ ଜଣେ ଯୁବକ ଆହତ
Sukinda, Jajpur | Sep 6, 2025
ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ତଳକୋଇଲ ଗ୍ରାମରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ରକରି ଗଣ୍ଡଗୋଳରେ ସ୍ଥାନୀୟ ବାସିନ୍ଦା ଯୁବକ ପ୍ରମୋଦ ପ୍ରଧାନ ଆହତ ହୋଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଶୁକ୍ରବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।