This browser does not support the video element.
ଖୋର୍ଦ୍ଧା: ନିରାକାରପୁର ରେଲୱେ ଷ୍ଟେସନ ରାସ୍ତାରେ ବାଇକ ଦୁର୍ଘଟଣାରେ ମହିଳା ଗୁରୁତର
Khordha, Khordha | Aug 26, 2025
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଲୱେ ଷ୍ଟେସନ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ବାଇକ୍ ଆରୋହୀ ଜଣକ ଷ୍ଟେସନ ଅଭୀମୁଖେ ଯାଉଥିବା ବେଳେ ଭାରସ୍ୟାମ ହରାଇ ମହିଳାଙ୍କୁ ଧକ୍କା ଦେଇଥିଲେ ତାଙ୍କର ଗୋଡରେ ଆଘାତ ଲାଗିଥିବାରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।