Download Now Banner

This browser does not support the video element.

ସଦର: କଳାହାଣ୍ଡି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ତରଫରୁ ବଜ୍ରପାତରୁ ସୁରକ୍ଷା ନିମନ୍ତେ ସଚେତନା ରଥ ଜିଲ୍ଲାପାଳଙ୍କ ଦ୍ଵାରା ଶୁଭାରମ୍ଭ

Sadar, Kalahandi | Sep 12, 2025
କଳାହାଣ୍ଡି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ତରଫରୁ ବଜ୍ରପାତରୁ ସୁରକ୍ଷା ନିମନ୍ତେ ସଚେତନା ରଥ ଜିଲ୍ଲାପାଳଙ୍କ ଦ୍ଵାରା ଶୁଭାରମ୍ଭ ଆଜି କରାଯାଇଛି। ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ମାନଙ୍କୁ ଭ୍ରମଣ କରି ସଚେତନତା ସୃଷ୍ଟି କରିବ ।
Read More News
T & CPrivacy PolicyContact Us