This browser does not support the video element.
ରେଢାଖୋଲ: ଫୁଲଝରଣ ସ୍ଥିତ ଡାକ୍ତର ଆଇଯାକ ବାଲ ନିକେତନ ରେ ହାପି ଏବଂ ୱେଲନେସ କାର୍ଯ୍ୟକ୍ରମ ଅନୁଷ୍ଠିତ
Rairakhol, Sambalpur | Oct 4, 2025
ଫୁଲଝରଣ ସ୍ଥିତ ଡାକ୍ତର ଆଇଯାକ ବାଲ ନିକେତନ ରେ ହାପି ଏବଂ ୱେଲନେସ କାର୍ଯ୍ୟକ୍ରମ ଅନୁଷ୍ଠିତ lସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଫୁଲଝରଣ ସ୍ଥିତ ଡାକ୍ତର ଆଇଯାକ ବାଲ ନେକେତନ ଠାରେ ଶନିବାର ସକାଳେ ଟିମ୍ ବ୍ଲେସ ଦ ଚିଲଡ୍ରେନ ପକ୍ଷରୁ ଲାୟନସ କ୍ଲବ ସମ୍ବଲପୁର ଜରିଆରେ ବାଲ ନିକେତନ ରେ ଥିବା ବାଳକ ବାଳିକା ମାନଙ୍କ ମନବଳ କୁ ଦୃଢ କରିବା ଓ ସବୁବେଳେ ସତେଜ ଓ ସୁସ୍ଥ ରହିବାର ବାର୍ତ୍ତା ଦେବା ନିମନ୍ତେ ଏହି ହାପି ୱଲନେସ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ବୃଦ୍ଧା ଶ୍ରମ ରେ ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ।