This browser does not support the video element.
ଝରିଗାଁ: କୋଡିଏ ଦିନ ପରେ ବିଦ୍ୟୁତ୍ ସେବା ପାଇଲେ ତାରାକନାଡ଼ି ବାସୀନ୍ଦା, ମରାମତି କଲା ବିଦୂତ ବିଭାଗ
Jharigan, Nabarangpur | Jun 26, 2024
ତାରାକନାଡି ଗ୍ରାମରେ ବର୍ଷା ପବନରେ ବିଦ୍ୟୁତ ତାର ଛିଡ଼ିଯିବାରୁ ଆଜିକୁ ପ୍ରାୟ କୁଡ଼ିଏ ଦିନରୁ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ତାରା କନାଡ଼ି ଗ୍ରାମବାସୀ ଅନ୍ଧାରରେ ଥିଲେ ଏନେଇ ଝରିଗାଁ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ କୁ ଆସି ଗାଁ ଲୋକେ ଅଭିଯୋଗ କରିଥିଲେ।ଆଜି ଅପରାହ୍ନ ରେ ଗାଁ କୁ ଯାଇ ମରାମତି କଲେ ବିଦୂତ ବିଭାଗ କର୍ମଚାରୀ।ଏ ବିଷୟରେ ସୂଚନା ଦେଇଛନ୍ତି ଝରିଗାଁ ବିଦୂତ ବିଭାଗ କର୍ମଚାରୀ।