Download Now Banner

This browser does not support the video element.

ତାଳଚେର ସଦର: ବଲହର ଠାରେ ଟ୍ରକରୁ ଚୋରି କରୁଥିବା ବେଳେ ଯୁବକକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକମାନେ

Talcher Sadar, Angul | Sep 10, 2025
୧୪୯ ନମ୍ବର ଜାତୀୟ ରାଜପଥ ବଲହର ଠାରୁ ବନରପାଳ ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ଟ୍ରକକୁ ଅଟକାଇ ଚାଳକ ମାନଙ୍କୁ ଧମକାଇ ପ୍ରତ୍ୟେକ ଦିନ ଚୋରି ଡକାୟତି ହେଉଥିବା ନେଇ ପୂର୍ବରୁ ଖବର ରହିଛି । ବୁଧବାର ସକାଳ ୯ଘଟିକା ସମୟରେ ବଲହର ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରକରୁ ଜଣେ ଯୁବକ ଚୋରି କରୁଥିବା ବେଳେ ହଠାତ ଟ୍ରକ ଚାଳକ ଓ ସ୍ଥାନୀୟ ଲୋକମାନେ ମିଶି ଯୁବକକୁ କାବୁ କରିବା ସହ ତାଳଚେର ପୋଲିସ ଜିମା ଦେଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us