This browser does not support the video element.
ସୋନପୁର: ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ବର୍ଣ୍ଣlଳୀ ପ୍ରାନ୍ତୀୟ ସଂଯୋଜକ
Sonapur, Subarnapur (Sonepur) | Sep 10, 2025
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 11.30 ମିନିଟ ସମୟରେ ବର୍ଣ୍ଣlଳୀ ପ୍ରାନ୍ତୀୟ ସଂଯୋଜକ ସ୍ନେହା ଦାସ ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି l ତାଙ୍କର ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିବାବେଳେ, ଶ୍ରେଣୀ ଗୃହରେ ସିଧା ସଳଖ ଛାତ୍ର ଛାତ୍ରୀଙ୍କ ଶହ ଆଲୋଚନା କରିଥିବା ବେଳେ, ବର୍ଣ୍ଣlଳୀ ଉପରେ ବିଭିନ୍ନ ଉପଦେଶ ଦେଇଥିବା ସୂଚନା ମିଳିଛି l