Download Now Banner

This browser does not support the video element.

ଜି ଉଦୟଗିରି: ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ପବ୍ଲିକ ଆପ ରେ ହୋଇଥିଲା ଖବର ପ୍ରସାରଣ

G Udayagiri, Kandhamal | Jun 25, 2025
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ଆଜି ସକାଳଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମା ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍ ପାଇପ୍ ପକାଯାଇ ମରାମତି କରାଯାଇଛି। ମଙ୍ଗଳବାର ବର୍ଷା କମିବା ପରେ ସନ୍ଧ୍ୟାରେ ଗୁମା ନଦୀରେ ଜଳସ୍ତର କମିଥ୍‌ଲା ଓ ଠିକାସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକରି ବିଳମ୍ବିତ ରାତିରେ ବାଇକ୍ ଚଢ଼ାଇବା ଓ ବୁଧବାର ସକାଳୁ ମାଟି ଉପରେ ମେଟାଲ ପକାଇ ରୋଲର ଚଢ଼ାଇ ରାସ୍ତାକୁ ଟିକିଏ ପକ୍କା କରାଯିବା ପରେ ଏବେ ବସ୍ ସମେତ ଭାରୀ ଟ୍ରକ୍ ଆଦି ଯାତାୟାତ ସ୍ବାଭାବିକହେଲ
Read More News
T & CPrivacy PolicyContact Us