This browser does not support the video element.
ଧର୍ମଶାଳା: ନେଳିପୁର ବ୍ରିଜ ନିକଟ ରାଜପଥରେ ଟ୍ରଲର ପଛପଟେ ଧକ୍କା ହେଲା ଗ୍ୟାସ ଵୋଝେଇ ଟ୍ରକ୍ ଡ୍ରାଇଭର ଗୁରୁତର
Dharmasala, Jajpur | Sep 28, 2025
ନେଳିପୁର ବ୍ରିଜ ନିକଟ ରାଜପଥରେ ଟ୍ରଲର ପଛପଟେ ଏକ ଗ୍ୟାସ ଵୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଡ୍ରାଇଭର ଗୁରୁତର ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗାଡି ମଧ୍ୟରୁ ଚାପି ହୋଇ ରହିଥିବା ଡ଼୍ରାଇଭରଙ୍କୁ ଉଦ୍ଧାର କରାଯାଇ 108 ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ଦେଖିବାକୁ ମିଳିଛି ।