Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତାକାଲି ଯାଏଁ ପବନ ବର୍ଷା ହେବା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣିଂ ଜାରୀ

Baripada M, Mayurbhanj | Aug 22, 2025
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ଯାଏଁ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ପବନ ସହ ୧୨ ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ଓ ବଜ୍ରପାତ ହେବାନେଇ ଅରେଞ୍ଜ ୱାର୍ଣିଂ ଜାରୀ ହୋଇଛି। ଏନେଇ ଶୁକ୍ରବାର ଦିନ ପ୍ରାୟ ୧.୪୦ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରି ଏହି ୱାର୍ଣିଂ ଜାରୀ କରାଯାଇଛି।
Read More News
T & CPrivacy PolicyContact Us