Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ବନାଇଁରେ ଆନ୍ତର୍ଜାତିକ ସମବାୟ କର୍ମଶାଳା କାର୍ଯ୍ୟକ୍ରମ P.A,I.T.D.A.ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି

Raurkela M, Sundargarh | Sep 11, 2025
ସେପ୍ଟେମ୍ବର ୧୧ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ବନାଇଗଡ଼ ସହରସ୍ଥିତ P.A,I.T.D.A. ସଭାଗୃହ ଠାରେ ଆନ୍ତର୍ଜାତିକ ସମବାୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମଟିରେ ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତି ସମୂହ ସହ ନିର୍ବନ୍ଧନ ରଶ୍ମିଲତା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତିର ସଭାପତି ତଥା ଆଇନଜୀବି pradyumn
Read More News
T & CPrivacy PolicyContact Us