Download Now Banner

This browser does not support the video element.

କେନ୍ଦ୍ରାପଡା: ଦାନପୁରରେ ପହଞ୍ଚି ସ୍ୱର୍ଗତ କିଶୋର ଚନ୍ଦ୍ର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ବେଜେପି ରାଜ୍ୟ ମୁଖପାତ୍ର

Kendrapara, Kendrapara | Sep 1, 2025
ପାଟକୁରା ନିର୍ବାଚନ ମଣ୍ଡଳୀର ଦାନପୁରରେ ସ୍ବର୍ଗତ କିଶୋର ଚନ୍ଦ୍ର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପିତ ହୋଇଛି। ଏହି ଅବସରରେ ବିଜେପି ରାଜ୍ୟ ମୁଖପାତ୍ର ଟେଜେଶ୍ୱର ପରିଡ଼ା ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।ପରିବାରବର୍ଗ, ସ୍ଥାନୀୟ ଲୋକ ଓ ଆପଣାଙ୍କମାନେ ମିଶି ସ୍ବର୍ଗତ କିଶୋର ଚନ୍ଦ୍ର କରଙ୍କ ଜୀବନଦର୍ଶନ ଓ ସମାଜସେବାକୁ ସ୍ମରଣ ମଧ୍ୟ କରିଥିଲେ ।
Read More News
T & CPrivacy PolicyContact Us