Download Now Banner

This browser does not support the video element.

କେଗାଁଓ: ଉଦେସୁରୁଙ୍ଗ ପଞ୍ଚାୟତ କାର୍ଯ୍ୟଳୟ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ଆସୁ ସମାଧାନ ଶିବିର ଅନୁଷ୍ଠିତ

Kegaon, Kalahandi | Sep 1, 2025
ଆଜି 1 ତାରିଖ ସୋମବାର ସକାଳ 11ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଉଦେସୁରୁଙ୍ଗ ଗ୍ରାମ ପଞ୍ଚାୟତ ପରିସରରେ ଜନଶୁଣାଣି ଓ ଆସୁ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ ଙ୍କ ନେତୃତ୍ୱରେ ଆଜି ଉଦେସୁରୁଙ୍ଗ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ 88ଟି ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ଟି 17 ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ଉକ୍ତ
Read More News
T & CPrivacy PolicyContact Us