Download Now Banner

This browser does not support the video element.

ବୌଦ୍ଧ ସଦର: ଗୁନ୍ଦୁଲିଆ ପଞ୍ଚାୟତ ସଭଗୃହରେ ୧୨୬ ତମ ମନକି ଵାତ୍ କାର୍ଯ୍ୟକ୍ରମ ଯୋଗ ଦେଲେ କଣ୍ଟାମାଲ୍ ବିଧାୟକ

Baudh Sadar, Boudh (Bauda) | Sep 28, 2025
ବୌଦ୍ଧ ଜିଲ୍ଲା ସମେତ ଗୁନ୍ଦୁଲିଆ ପଞ୍ଚାୟତ ସଭଗୃହରେ ୧୧ ଘଣ୍ଟା ସମୟରେ ୧୨୬ ତମ ମନକି ଵାତ୍ କାର୍ଯ୍ୟକ୍ରମ ରବିବାର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ୧୨୬ ତମ ମନ୍ କି ବାତ କାର୍ଯ୍ୟକ୍ରମ ଆଭାଷି ମାଧ୍ୟମରେ ବାଉସୁନି ମଣ୍ଡଳ ସଭାପତି ଶରତ କୁମାର କର୍ଣ୍ଣଙ୍କ ଅଧ୍ୟକ୍ଷତା ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ବର ସିଂହଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ଯୋଇଯାଇଛି l
Read More News
T & CPrivacy PolicyContact Us