Download Now Banner

This browser does not support the video element.

ମାଥିଲି: ମାଥିଲି ଗାନ୍ଧିଛକ ଠାରେ ପଣା ବାଣ୍ଟିଲେ ବଜାର କମିଟି ସଦସ୍ୟ

Mathili, Malkangiri | Apr 14, 2024
ରବିବାର ହନୁମାନ ଜୟନ୍ତୀ ଅବସରରେ ମାଲକାନଗିରି ଜିଲା ମାଥିଲି ବଜାର କମିଟି ତରଫରୁ ପଣା ବଣ୍ଟନ କରାଯାଇଛି। ମନ୍ଦିର ଓ ବଜାର କୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ବାଟୋଇଙ୍କୁ ପଣା ବାଣ୍ଟିଥିଲେ ବଜାର କମିଟି ସଦସ୍ୟ । ଏଥିରେ ବଜାର କମିଟିର ଶ୍ରୀକାନ୍ତ ଚୈଧୁରୀ , କୁନାଲ ମିଶ୍ର , ଭୁବନା ବେହେରା , ଏମ୍ . ମଣିକାନ୍ତମ୍ , ହୃଷୀକେଶ ବେହେରା , ଚିନ୍ମୟ , ଆଦିତ୍ୟ , ନବୀନ ଏବଂ ପବିତ୍ର ପାଣ୍ତେ ପ୍ରମୁଖ ଉପସ୍ଥିତ ରହି ପଣା ବଣ୍ଟନ କରିଥିଲେ ।
Read More News
T & CPrivacy PolicyContact Us