Download Now Banner

This browser does not support the video element.

ଆଳି: ଟୁଙ୍ଗା ଗ୍ରାମର ରାସ୍ତା, ଆଲୋକୀକରଣ ଓ ନୂତନ କୀର୍ତ୍ତନ ମଣ୍ଡପର ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ

Aali, Kendrapara | Mar 8, 2024
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଟୁଙ୍ଗା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ରାସ୍ତା, ଆଲୋକୀକରଣ ଓ ନୂତନ କୀର୍ତ୍ତନ ମଣ୍ଡପର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୨ ନଂ ଜିଲ୍ଲାପରିଷଦ, ସରପଞ୍ଚଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us