This browser does not support the video element.
ଜି ଉଦୟଗିରି: ରାଇକିଆ ପଞ୍ଚାୟତ ସମିତି ଅନ୍ତର୍ଗତ ମଣ୍ଡାସର ମଣ୍ଡଳ ସ୍ତରୀୟ ସେବାପକ୍ଷ କର୍ମଶାଳା ଅନୁଷ୍ଠିତ କରଡ଼ା ଠାରେ ଅନୁଷ୍ଠିତ
G Udayagiri, Kandhamal | Sep 12, 2025
ରାଇକିଆ ପଞ୍ଚାୟତ ସମିତି ଅନ୍ତର୍ଗତ ମଣ୍ଡାସର ମଣ୍ଡଳ ସ୍ତରୀୟ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ହେବାକୁଥିବା ସେବାପକ୍ଷ କର୍ମଶାଳା ପ୍ରସ୍ତୁତି ବୈଠକ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଶକ୍ତିକେନ୍ଦ୍ର କରଡ଼ା ଠାରେ ଅନୁଷ୍ଠିତ ହୋଇଅଛି ଉକ୍ତ ବୈଠକରେ ରାଜ୍ୟପରିଷଦ ସଦସ୍ୟ ସୁକାନ୍ତ କୁମାର ସାହୁ, କରଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ସାନୁଜ ପ୍ରଧାନ, ଗାନ୍ଧୀ ପାଣିଗ୍ରାହୀ,ଶ୍ରୀ ଗାୟକ ପ୍ରଧାନ, ଗୋପାଳ ପଣ୍ଡା ଓ ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ରାମ ବିଶି ଦିଗାଲ ପ୍ରଭାରୀ ଭାବେ ଯୋଗଦେଇଥିଲେ.