Download Now Banner

This browser does not support the video element.

କଣ୍ଟାମାଳ: ବାତେପଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୩୩୦ କେଜି ଗଞ୍ଜେଇ ଜବତ କଲା ପୋଲିସ

Kantamal, Boudh (Bauda) | Apr 6, 2024
ବାତେପଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୩୩୦ କେଜି ଗଞ୍ଜେଇ ଜବତ କରାଯାଇଥିବା ନେଇ ମନମୁଣ୍ଡା ପୋଲିସ ସୂଚନା ଦେଇଛି l ମନମୁଣ୍ଡା ପୁଲିସ ୩୩୦ କେଜି ଗଞ୍ଜେଇ ଜବତ କରିଛି, ତେବେ ଏହି ଘଟଣା ରେ କାହାରିକୁ ଗିରଫ କରାଯାଇନାହିଁ । ଶଗଡ଼ା ଫାଣ୍ଡି ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳ ରେ ଗଞ୍ଜେଇ ଚୋରା ଚାଲାଣ କରାଯିବା ପାଇଁ ରଖାଯାଇଥିବା ନେଇ ପୋଲିସ ସୂଚନା ପାଇଥିଲା । ଆଇ ଆଇ ସି ରାମ କୁମାର ମୁର୍ମୁ , ଶଗଡ଼ା ଫାଣ୍ଡି ଅଧିକାରୀ ସନ୍ତୋଷ ମଲ୍ଲିକ ଙ୍କ ସମେତ ଏକ ଟିମ୍ ଉକ୍ତ ଅଞ୍ଚଳ ରେ ଚଢ଼ାଉ କରିଥିଲେ ।
Read More News
T & CPrivacy PolicyContact Us