Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରଡ଼ାଙ୍ଗୁଆ ଗ୍ରାମ ପୋଖରୀକୁ ଶୌଚ଼ ହେବା ପାଇଁ ଯାଇଥିବା ବେଳେ ବୁଡ଼ି ନିଖୋଜ ହେଲେ ଯୁବକ

Baripada M, Mayurbhanj | Sep 11, 2025
ଖୁଣ୍ଟା ଥାନା ତଥା ଖୁଣ୍ଟା ମିନିଷ୍ଟାଡ଼ିୟମଠାର ଅନୁଷ୍ଠିତ ହେଉଥିବା ବାଣିଜ୍ୟ ମେଳାକୁ ବ୍ୟବସାୟ କରିବା ପାଇଁ ଆସିଥିବା ଜନୌକ ୩୫ ବର୍ଷୀୟ ଯୁବକ ପୋଖରୀରେ ବୁଡ଼ି ନିଖୋଜ ଅଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧିନ କୁଳୁଙ୍ଗା ଅଞ୍ଚଳର ଅନନ୍ତ ଲେଙ୍କାଙ୍କ ପୁଅ ଟୁକୁନା ବୋଲି ଜଣା ପଡ଼ିଛି।
Read More News
T & CPrivacy PolicyContact Us