Download Now Banner

This browser does not support the video element.

ନୂଆପଡା: ଟାନ୍ଵାଟ ଗ୍ରାମ ପଞ୍ଚାୟତ ରେ କାଞ୍ଚନ ବେନ ରସିକଲାଲ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ନେତ୍ର ପରୀକ୍ଷା ଶିବିର

Nuapada, Nuapada | Sep 6, 2025
ଆଜି ଦିନ ଦଶଟା ରୁ ଦିନ ତିନିଟା ପର୍ଯ୍ୟନ୍ତ ନୂଆପଡ଼ା ସଦର ବ୍ଲକ ଟାନ୍ଵାଟ ଗ୍ରାମ ପଞ୍ଚାୟତ ରେ କାଞ୍ଚନ ବେନ ରସିକଲାଲ୍ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପ୍ରତିନିଧି ସୁମନ ଢୋଲକିଆ ବ୍ୟକ୍ତିଗତ ସହାୟକ ରାମଲାଲ ହଂସ ସରପଞ୍ଚ ଜୟରାମ ସତନାମୀ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।
Read More News
T & CPrivacy PolicyContact Us