This browser does not support the video element.
ଦଶପଲ୍ଲା: ରାସଙ୍ଗରେ ଭୟାବହ ଅଗ୍ନିକାଣ୍ଡ, ଘରସହ ସମ୍ପତ୍ତି ଭସ୍ମୀଭୂତ
Dasapalla, Nayagarh | Apr 23, 2024
ଗଣିଆ ବ୍ଲକ ରାସଙ୍ଗରେ ସୋମବାର ଦିନ ଅପରାହ୍ନ ୪ ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର, ଆସବାବପତ୍ର, ଖାଦ୍ୟ ସାମଗ୍ରୀ ପୋଡିଜଳି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡ ସମୟରେ ଘରେ କେହି ନଥିଲେ। ଘର ଜଳୁ ଥିବା ଦେଖି ପାଖ ପଡୋଶୀ ପାଟି କରିଥିଲେ ଓ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଖବର ପାଇ ଗଣିଆରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।