Download Now Banner

This browser does not support the video element.

ସୋନପୁର: ସୁବର୍ଣ୍ଣପୁରରେ ଜିଲ୍ଲାପାଳଙ୍କ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ

Sonapur, Subarnapur (Sonepur) | Sep 10, 2025
ମିଳିଥିବା ସୂଚନା ଅନୁସାରେ ଆଜି ୧ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ଡ.ନୃପରାଜ ସାହୁ ସୁବର୍ଣ୍ଣପୁର ସହରରେ ଥିବା ବିଭିନ୍ନ ଶିକ୍ଷା , ସ୍ବାସ୍ଥ୍ୟ ତଥା ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ଅନେକ ସମସ୍ୟା କଥା ପଚାରି ବୁଝିଛନ୍ତି I ସକାଳେ 9.30 ମିନିଟ ସମୟରେ ପ୍ରଥମେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା ଧୋବାବାହାଲି ଗ୍ରାମର ବିଭିନ୍ନ ସମସ୍ୟା କଥା ବୁଝି ଶ୍ରୀଶ୍ରୀ ଯୋଗେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ
Read More News
T & CPrivacy PolicyContact Us