This browser does not support the video element.
ବରଗଡ: ବୈଦେଶପାଲି ଗ୍ରାମରେ ଭାଇକୁ ଭାଇ ଆକ୍ରମଣ ଘଟଣା ନେଇ ମେଲଛାମୁଣ୍ଡା ଥାନାରେ ଏତଲା ହୋଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ
Bargarh, Bargarh (Baragarh) | Aug 23, 2025
ଭାଇକୁ ଭାଇ କଲା ଆକ୍ରମଣ,ମେଲଛାମୁଣ୍ଡା ଥାନାରେ ହେଲା ଏତଲା | ଶନିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଏନେଇ ମେଲଛାମୁଣ୍ଡା ଥାନା ପକ୍ଷରୁ ସୂଚନା ଦିଆଯାଇଛି | ସୂଚନା ଅନୁସାରେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବୈଦେଶପାଲି ଗ୍ରାମରେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ଝାମେଲା ହୋଇଥିଲା ଭାଇ ଜଣକ ନିଜ ଭାଇକୁ ଆକ୍ରମଣ କରିଥିବା ବେଳେ ଏନେଇ ଥାନାରେ ଏତଲା ଦେଇଥିଲେ ଆକ୍ରମଣର ଶିକାର ହୋଇଥିବା ଭାଇ | ଗତକାଲି ପୋଲିସ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି | ଏନେଇ ଆଜି ମେଲଛାମୁଣ୍ଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।