Download Now Banner

This browser does not support the video element.

ମାଲକାନଗିରି: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡଘଡି ସହ ପ୍ରବଳ ପଵନ ବହିବା ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି

Malkangiri, Malkangiri | Aug 31, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡଘଡି ସହ  ପ୍ରବଳରୁ ଅତି ପ୍ରବଳ ପଵନ ବହିବା  ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଆଜି  ଅପରାହ୍ନ 1ଟା  ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ଏକ ତାରିଖ ସକାଳ ୮ଟା୩୦ ମିନଟ୍  ପର୍ଯ୍ୟନ୍ତ  ଜିଲ୍ଲାକୁ  ୟେଲୋ ୱାର୍ଣ୍ଣି ଜାରି କରାଯିବା  ସହିତ  ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ପଵନ ବହିବା ନେଇ  ସତର୍କତା ଜାରୀ କରାଯାଇଛି । ଏହାସହ ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି  ହେବା ନେଇ ଅନୁମାନ କରାଯାଇଛି ।
Read More News
T & CPrivacy PolicyContact Us