Download Now Banner

This browser does not support the video element.

ସଦର: ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା କୁ ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ୱାର୍ଣ୍ଣି ଜାରି

Sadar, Kalahandi | Sep 11, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୁ ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏନେଇ ଆଜି ମଧ୍ୟାହ୍ନ 12 ଟା 30 ମିନିଟ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସନ୍ତାକାଲି ସକାଳ 8 ଟା 30 ମିନିଟ ପର୍ଯ୍ୟନ୍ତ ୟେଲୋ ୟାର୍ଣ୍ଣି ଜାରୀ କରାଯିବା ସହିତ ଘଡ଼ଘଡ଼ି ଏବଂ ପବନ 30 ରୁ 40 କିଲୋମିଟର ନେଇ ସତର୍କତା ଜାରି କରାଯାଇଛି
Read More News
T & CPrivacy PolicyContact Us