Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ସାପ କାମୁଡାରେ ଗୁରୁତର ସାହାଦା ର ମହିଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ

Baleshwar M, Balasore | Oct 3, 2025
ବାଲେଶ୍ଵର ଚାନ୍ଦିପୁର ଥାନା ସାହାଦା ଗ୍ରାମର ଜଣେ ମହିଳା ସାପ କାମୁଡାରେ ଗୁରୁତର ହୋଇ ଆଜି ଭୋର ୫ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ମୃତ ମହିଳା ହେଲେ ସାହାଦା ଗ୍ରାମର ମିନତୀ ସିଂ। ଏ ନେଇ ଚାନ୍ଦିପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।
Read More News
T & CPrivacy PolicyContact Us